ମିଥ୍ୟା ସତ୍ୟପାଠ ଦେଇ ଜମି ହାତେଇଥିଲେ ହେବ କ୍ରିମିନାଲ କେସ୍‌

ଭୁବନେଶ୍ୱର : ଇଚ୍ଛାଧୀନ କୋଟାରେ ମିଥ୍ୟା ସତ୍ୟପାଠ ଦେଇ ବିଡିଏରେ ଏକାଧିକ ଜମି ହାତେଇ ଥିବା ଲୋକଙ୍କ ନାଁରେ ହେବ ଅପରାଧୀକ ମାମଲା। ପ୍ଲଟ ଆବଣ୍ଟନରେ ହୋଇଥିବା ଅନିୟମିତତାର ତଦନ୍ତ ପରେ, ତାରା ଦତ୍ତ ଟାସ୍କ ଫୋର୍ସ କମିଟି ଦେଇଥିବା ସୁପାରିଶର କାର୍ଯ୍ୟନ୍ୱୟନ ନେଇ ସଚିବାଳୟରରେ ସମୀକ୍ଷା ପରେ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସେ କହିଛନ୍ତି-“ଦରଖାସ୍ତ ବେଳେ ଯେଉଁ ହିତାଧିକାରୀ … Continue reading ମିଥ୍ୟା ସତ୍ୟପାଠ ଦେଇ ଜମି ହାତେଇଥିଲେ ହେବ କ୍ରିମିନାଲ କେସ୍‌